ସୁନ୍ଦରଗଡ଼ ଦ୍ବିତୀୟ ଏମ୍ସ ପ୍ରସଙ୍ଗ । ଆଜି ଭିତ୍ତିଭୂମିର ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ । ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ ...
#ArgusNews #Odisha #Sundargarh #SecondAiims
#Healthminister