#କେନ୍ଦ୍ର_ରୁ_ଚିଠି_ଆସିବା_ପରେ_ଚେତିଲେ_ସରକାର !
ଅନଲାଇନରେ ସ୍ଲଟ ବୁକିଂ କରିବା ଭିନ୍ନକ୍ଷମ ଓ ଦୃଷ୍ଟି ବାଧିତଙ୍କ ପକ୍ଷେ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଭିନ୍ନକ୍ଷମ ଓ ଦୃଷ୍ଟି ବାଧିତଙ୍କ ପକ୍ଷରୁ ସେମାନଙ୍କୁ ଟୀକାକରଣରେ ସାମିଲ କରିବାକୁ ଦାବି ହୋଇଥିଲା...
#ArgusNews #Odisha #NewsChannel #ArgusNewsTV #Satelite #Vaccination #handicaped