ସରକାରଙ୍କ ଉଠା ସେଚ ଯନ୍ତ୍ରଣା । ଜଳସେଚନ ନାଁରେ ଚାଷୀଙ୍କୁ ପ୍ରତାରଣାର ଅଭିଯୋଗ । ଏ କଥା ଆମ କହୁନୁ । ସରକାରଙ୍କ ପ୍ରଚାର ଓ ବାସ୍ତବତା ହିଁ ଜଳସେଚନର ଗୁମର ଖୋଲିଛି । ଏମିତିକ ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିବା ପ୍ରକଳ୍ପ ବି ଚାଷୀଙ୍କ କାମରେ ଆସୁନି । ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ମୁଖୀଗୁଡା ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ବି ଉଠିଛି ପ୍ରଶ୍ନ । ଦେଖନ୍ତୁ ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ...
#ArgusNews #Odisha #Irrigation #Project