ଓଡ଼ିଶାରେ 1943ଜଣଙ୍କ ପିଛା ଜଣେ ଡାକ୍ତର
ବିଧାନସଭାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନବ ଦାସ । କେନ୍ଦ୍ରର ନିର୍ଦ୍ଧାରିତ ମାନ ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 8ଜଣ ଡାକ୍ତର ରହିବା କଥା....
#ArgusNews #Odisha #Assembly #Naba Kisore Das #Soumya Ranjan Patnaik