ନକଲି ସାମଗ୍ରୀର ହବ୍ ପାଲଟିଲାଣି ବ୍ରହ୍ମପୁର ସହର । ଚକାଚକ ଡବାରେ ବଜାରରେ ବିକ୍ରି ହେଉଛି ବିଷ । ଚା, ମସଲାଠୁ ଆରମ୍ଭ କରି ପିଇବା ପାଣି ବି ନକଲି । 7ଦିନରେ 10 ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନା ଠାବ କରାଯାଇଥିବା ବେଳେ ଲୋକେ କଣ କିଣିବେ କଣ ନକିଣିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି....
#ArgusNews #Odisha #Ganjam #Duplicate_Food
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍