ବାଙ୍କୀ ସ୍ୱଂଶାସିତ ମହାବିଦ୍ୟାଳୟର ସ୍କାଉଟ ଛାତ୍ର ଛାତ୍ରୀଙ୍କ ଅଭିନଵ ପ୍ରୟାସ....କଲେଜ ପରିସରେ ବୃକ୍ଷମାନଙ୍କରେ ବିଭିନ୍ନ କୋରନା ସଚେତନତା ଚିତ୍ର ଆଙ୍କିବା ସହିତ ପଶୁ ପକ୍ଷୀଙ୍କ ପାଇଁ ଗଛରେ ବସାବାନ୍ଧି ଘର କରିବା ଏବଂ ମାଟିପାତ୍ରରେ ପାଣି ରଖୁଛନ୍ତି ପାଣି...
#ArgusNews #Odisha #Cuttack #Banki #Helping_Nature #Corona_Awareness