ବିଡିଏର ବିଲଡର ପ୍ରୀତି । ବିଡିଏ କରୁଛି ରାଜଧାନୀ ବାସୀଙ୍କୁ ହନ୍ତସନ୍ତ । ମନଇଚ୍ଛା ଚାଲିଛି ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସ ।ବିନା ନୋଟିସରେ ଚାଲିଛି ପ୍ଲଟ କିଣାବିକାଲ । ବିରୋଧ ପରେ ହଠାତ୍ ଖୋଲାଯିବାକୁ ନେଇ ପ୍ରଶ୍ନ ଉଠାଇଲା ଓକିଲ ସଂଘ...
#ArgusNews #Odisha #Bhubaneswar #BDA #Land_Issue