ଆଜି ଦ୍ୱିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ ତୃତୀୟ ଦିନ
ଗୃହ ଆରମ୍ଭରୁ ମଣ୍ଡି ସମସ୍ୟାକୁ ନେଇ ସରଗରମ ହୋଇଛି ଗୃହ । ଉଭୟ ଶାସକ ଓ ବିରୋଧୀ ଗୃହର ମଧ୍ୟ ଭାଗରେ ମୁହାଁ ମୁହିଁ ହୋଇଛନ୍ତି । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଜିଦରେ ଅଟଳ ରହିଥିବା ବେଳେ, ସେପଟେ ବିଧାୟକ କ୍ଷମା ମାଗିନ୍ତୁ ନେଇ ବାଚସ୍ପତିଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେପି....
#ArgusNews #Odisha #Assembly #BJP #Mandi_Problem