କୋଟିଆ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ତଥ୍ୟ ରଖିପାରିଲେନି ରାଜ୍ୟ ସରକାର । ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ ପାଇଁ ମାଗିଲେ ଆଉ ୪ ସପ୍ତାହର ମହଲତ । ଉତ୍ତର ରଖିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମ୍କୋର୍ଟ । ସେପଟେ ଏହି ପ୍ରସଙ୍ଗକୁ ନେଇ ପୁଣି ତେଜିଛି ରାଜନୀତି ...
#ArgusNews #Kotia_Politics #OdishaGovt #BJP #SupremeCourt
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app