ମିଶନ୍ ଶିକ୍ଷା ଆଣିଲେ ଦୁଇ ଯୁବକ
ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଅନଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ଦୁଇ ଓଡିଆ ଯୁବକ... ଦୀପକ ଚୌଧୁରୀ ଓ ସୁମନ୍ତ ବେହେରା । ନିଜର ଉଚ୍ଚଶିକ୍ଷା ଓ ଭଲ ଦରମାର ଚାକିରି ଛାଡି ପିଲାଙ୍କୁ ମାଗଣାରେ ପାଠ ପଢାଇବା ନିଶା ଘାରିଛି ସେମାନଙ୍କୁ । ସେଥିପାଇଁ ତ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛନ୍ତି "ମିଶନ୍ ଶିକ୍ଷା" ଆପ୍ । ଯାହା ମାଧ୍ୟମରେ ଆଧୁନିକ ଜ୍ଞାନକୌଶଳ ଓ VISUALISATION ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ......
#ArgusNews #Odisha #Bhubaneswar #Matric_Examination #Mission_SikhyaApp
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app