ରାଜ୍ୟରେ ସ୍ବାସ୍ଥ୍ୟ ଏକ୍ସପ୍ରେସକୁ ଗତି ଦେବା ପାଇଁ ସଂଶୋଧିତ ନିର୍ମଳ ଯୋଜନାରେ ମୋହର ମାରିଛି କ୍ୟାବିନେଟ୍ । ଯୋଜନାରେ ଆଗାମୀ ୫ ବର୍ଷରେ ୧୯୯୮.୧୫ କୋଟି ଟଙ୍କା ବ୍ୟୟ କରାଯିବ ।
ଏହି ଅର୍ଥ ରାଜ୍ୟର ମୋଟ ୧୮୬୪ଟି ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ବ୍ୟୟ ହେବ । 2019-19ରେ ନିର୍ମଳ ଯୋଜନା ପାଇଁ 550 କୋଟି 24 ଲକ୍ଷ ଟଙ୍କା ମଂଜୁର ହୋଇଥିଲା .....
#ArgusNews #HealthCare #Make_In_Odisha