‘କେନ୍ଦ୍ର 60 ପ୍ରତିଶତ ଦେଉଛି ହେଲେ ରାଜ୍ୟ ଦେଇପାରୁନି 40 ପ୍ରତିଶତ । ରାଜ୍ୟରେ ସବୁ କେନ୍ଦ୍ର ଯୋଜନାକୁ ହଡପ କରାଯାଉଛି ବୋଲି ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର....
#ArgusNews #Odisha #ArgusUpdate #CentralGovernment Odisha Dr.Lekhasri Samantsinghar