ବିବାଦ ପରେ ବନ୍ଦ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ଏବେ ପୁରୁଣା ବେଞ୍ଚମାର୍କ ମୂଲ୍ୟାୟନକୁ ଆଧାର କରି ଆଦାୟ ହେବ ଟ୍ୟାକ୍ସ । ସେପଟେ ହାଇକୋର୍ଟ ମଧ୍ୟ ବର୍ଦ୍ଧିତ ଦର ଉପରେ ରୋକ ଲଗାଇଛନ୍ତି । ବିଜେପି ପରେ ଆଜି କଂଗ୍ରେସ ବି ରାଜଧାନୀରେ ଗର୍ଜିଛି । ନୂଆ ନିୟମକୁ ନେଇ ସରକାର ନଇଁଛନ୍ତି । କିନ୍ତୁ କେବେ ବିଏମସି ନେଇଥିବା ବର୍ଦ୍ଧିତ ଟଙ୍କା ଫେରାଇବା ତାକୁ ନେଇ ପ୍ରଶ୍ନ .....
#ArgusNews #Odisha #Bhubneswar #Holding_Tax #Suspend