ନା ବିଧାୟକ, ନା ପ୍ରଶାସନ କେହି ଶୁଣିଲେଣି । ନିଜେ ନିର୍ମାଣ କରି, ନିଜେ ଉଦଘାଟନ କଲେ । ପନିକିରେ ରିବନ କାଟି କାଠ ପୋଲର କଲେ ଉଦ୍ଘାଟନ । ଭିନ୍ନ ଉପାୟରେ ଜଣାଇଲେ ପ୍ରତିବାଦ । ଢେଙ୍କାନାଳ ଜିଲ୍ଳା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାମ ପଞ୍ଚାୟତ ଅଧିନସ୍ଥ ପାକଟମୁଣ୍ଡା ଗ୍ରାମରେ ନିଜ ପାଇଁ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ ।
#TheArgus #ArgusOdisha #ArgusNews #Dhenkanal