ମାହାଙ୍ଗା ଶାନ୍ତିପୂର୍ଣ୍ଣ ମାଟିକୁ ରକ୍ତ ରଞ୍ଜିତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କୂଳମଣୀ ବରାଳ ଓ ଦିବ୍ୟ ସିଂହ ବରାଳ ଏଫଆଇଆର କପିରେ 13ନଂ ମୁଦାଲା ନିଜେ ମନ୍ତ୍ରୀ । 303 ଦଫା ଲାଗିଥିବା ଆସାମି କିପରି ବିଧାନସଭାରେ ବସି ପାରୁଛି ....
#ArgusNews #Mahanga #Cuttack
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app