ଫେବୃୟାରୀ ନସରୁଣୁ ବଢ଼ିଲାଣି ଖରା କଷ୍ଟ । 40 ଡିଗ୍ରୀ ଛୁଇଁଲାଣି ପାରଦ । କଥାରେ ଅଛି, ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୁଏ । କିନ୍ତୁ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍ ହୋଇଗଲାଣି । ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ 10ଟାରୁ ଘରୁ ବାହାରିବା ମୁସ୍କିଲ୍ ହେଲାଣି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର 4 ଦିନ ଧରି ରେକର୍ଡ କରିଆସୁଥିବା ରାଜଧାନୀ ଭୁବନେଶ୍ୱର ଆଜି ଦେଶର ରେକର୍ଡ ବି ଭାଙ୍ଗି ଦେଇଛି...
#Argus #OdishaNews #Summer_Season #Bhubaneswar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app