କଟକ ଆଠଗଡ଼ ପରେ ଭଦ୍ରକ ବାସୁଦେବପୁର । ଗୁରୁଡ଼ିଝାଟିଆ ପରେ ଇରମ ସେବା ସମବାୟ ସମିତିର ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ । ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସମିତିର ସମ୍ପାଦକଙ୍କ ନାମରେ । ବ୍ୟଙ୍କ ତରଫରୁ ଦିଆଯାଇଥିବା ଅଡିଟ ରିପୋର୍ଟରୁ ମିଳିଛି ସାଂଘାତିକ ସତ୍ୟ.....
#ArgusNews #Odisha #Bhadrak #Basudevpur #Samabaya_Scam