ମାମୁନିର ଖୁସି କହିଲେ ନସରେ। ସଂସ୍କୃତ ଅଧ୍ୟାପିକା ହେବା ସପ୍ନ ସତ ହେବ। ମନ୍ତ୍ରୀ ତାର ସମସ୍ତ ପାଠପଢ଼ାର ଦାୟିତ୍ୱ ନେଇଛନ୍ତି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ସୁନାରୁଇ ଗ୍ରାମର ମାମୁନି ଖାତୁନଙ୍କ କଥା...
#ArgusNews #Odisha #Muslim_Girl #Sanskrit_Lecture Pratap Sarangi #Balasore