ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡିଶା । ଇଷ୍ଟଦେବୀ ମା ସମଲେଇ ମନ୍ଦିରରେ ପୂଜାର୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ସୃଷ୍ଟି ହୋଇଛି ଆବେଗ । ଭଳିକି ଭଳି ପୂଜା ସାମଗ୍ରୀ ରେ ପୂଜାର୍ଚନା ପାଇଁ ଚାଲିଛି ପ୍ରସ୍ତୁତି । ଏହି ଅବସରରେ ଖୋଜା ପଡିଛି ମାଙ୍କ ପ୍ରିୟ ଗୁଡରେ ତିଆରି ଶାକର ପଟି...
#ArgusNews #Odisha #odiaparaba #odiafood #dolaparba #holi #GoodNews