ପାଣି ପଞ୍ଚାୟତ ସଭାପତିଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଡୁଆରେ ଚାଷୀ । ସୁବର୍ଣ୍ଣପୁରର ମରିଚପୁର ଗାଁରେ ଶୁଖିବାକୁ ବସିଲାଣି ଏକର ଏକର ଚାଷ ଜମି । ଚାଷୀମାନେ ପାଣି ପଞ୍ଚାୟତ ସଭାପତିଙ୍କ ନିକଟରେ ବିଦ୍ୟୁତ ବିଲ ପୈଠ କରିଥିଲେ ବି ବିଦ୍ୟୁତ ବିଭାଗ ନିକଟରେ ଜମା ହୋଇନି ଟଙ୍କା । ଫଳରେ ଉଠା ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଛି...
#ArgusNews #Odisha #Subarnapur #Pani_Pancahyata #Farmer