ଭଉଣୀ କରି ଠକିନେଲା ।ହାତରେ ସୂତା ବାନ୍ଧି ଟଙ୍କା ନେଇ ଛୁ ... 2 ଲକ୍ଷ ଲୋଭରେ ଗଲା 30 ହଜାର
ରାଜଧାନୀରେ ବଢୁଛି ଅପରାଧ । ସେ ଅନଲାଇନ୍ ହେଉ କି ଅଫଲାଇନ... ମାତିଛନ୍ତି ଠକ । ନିଜକୁ ଭାଇ କହି ଭଉଣୀକୁ ଚୂନା ମାରିଲା ଯୁବକ । ଏଭଳି ଅଭିଯୋଗ ଆଣି ଖାରବେଳନଗର ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ ...
#ArgusNews #Odisha #cybercrime
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app