ଜନବସତି ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ନଳକୂପ ଦେଖିନଥିବା ଗାଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ । ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଏମିତି କିଛି ଗାଁ ରହିଛି ଯେଉଁଠିକାର ଲୋକ ଆଜି ପର୍ଯ୍ୟନ୍ତ ନା ନଳକୂପ ଦେଖିଛନ୍ତି ନାଁ ବିଶୁଦ୍ଧ ପାନୀୟ କଣ ଜାଣିଛନ୍ତି । କୂଅ ତଥା ଜଙ୍ଗଲି ନାଳ ପାଣି ଉପରେ ନିର୍ଭର କରୁଥିବା ଏମିତି କିଛି ଗାଁକୁ ନେଇ ଆସନ୍ତୁ ଦେଖିବା ଏହି ରିପୋର୍ଟ...
#NoTubewell #Janabasadi #ArgusNews