ଆଜି "ସମର୍ଥ ପରିବାର" ପକ୍ଷରୁ ଐତିହ୍ୟ ପଦଯାତ୍ରା କରଯାଇଛି । ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ କେଦାର ଗୌରୀ ପର୍ଯ୍ୟନ୍ତ କରାଯାଇଛି । ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ....
#ArgusNews #Odisha #Marchfast #Bhubaneswar #LingarajTemple #AparajitaSarangi #MP_AparajitaSarangi