ଖେଳ କୁଦ ବୟସରେ ରୋଗାଗ୍ରସ୍ତ ହୋଇ ପଡିରହିଛନ୍ତି ସୁମିତ୍ରା ବେହେରା
ଆଖିରେ ଆଖିଏ ସ୍ୱପ୍ନ ନେଇ ନିଜର ଭବିଷ୍ୟତ ଗଢିବା ସମୟରେ ଦୁରାରୋଗ୍ୟ ସାଜିଛି ବାଧକ । ମାତ୍ର 19 ବର୍ଷ ବୟସରେ ରକ୍ତ କର୍କଟ ରୋଗରେ ପୀଡିତ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଭେଟବରର ସୁମିତ୍ରା ବେହେରା...
#ArgusNews #Odisha #Nayagarh #Cancer #Patient #MoneyProblem