ଅନୁଗୋଳରେ ବେଧଡ଼କ ଭାବେ ଚାଲିଛି ଚୋରା କଫ ସିରଫ ବ୍ୟବସାୟ
ଅନୁଗୋଳ ଜିଲ୍ଲା ସ୍ପୋଶାଲ ସ୍କାର୍ଡ ପୋଲିସ ପକ୍ଷରୁ ଚଢ଼ାଉ କରି କଣିହାଁ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଚୋରା କଫ ସିରଫ ଜବତ କରିବାସହ ୨ଜଣଙ୍କୁ ଗିରଫ କରିଛି.....
#ArgusNews #ArgusUpdate #Odisha #Anugul #Cough_syrup
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app