କୋରୋନା କଟକଣା ଭିତରେ ସମସ୍ତ ଗାଇଡଲାଇନ ସହ ପାଳିତ ହେବ ଏଥରର ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ କୋଲକତାର ବରିଶା କ୍ଲବ ଦୁର୍ଗା ପୂଜା କମିଟି ଏକ ଭିନ୍ନ ପ୍ରୟାସ କରିଛି । ପାରମ୍ପରିକ ମୂର୍ତ୍ତି ବଦଳରେ ଏଥର ସେମାନେ ସ୍ଥାପନ କରିଛନ୍ତି ପ୍ରବାସୀଙ୍କ ପ୍ରତିମୂର୍ତ୍ତୀ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା.....
#ArgusNews #Kolkata #Durgapuja #Covid_Situation