ଶହେ ଟଙ୍କା ପୁଂଜିରୁ ଫ୍ୟାକ୍ଟରୀ ମାଲିକ
ବାପାଙ୍କଠାରୁ ଶହେ ଟଙ୍କା ଧାର ଆଣି ଆରମ୍ଭ କରିଥିଲେ ଛୋଟ ଏକ ବ୍ୟବସାୟ । ପାଖରେ ଅଧିକ ଟଙ୍କା ନ ଥିବାରୁ ଦରକାର ପଡୁଥିବା ମେସିନ କିଣିନପାରି ନିଜେ ଏହାକୁ ତିଆରି କରିଥିଲେ । ଅଭାବବୋଧ ତାଙ୍କ ଇଛାଶକ୍ତିକୁ ଜାଗ୍ରତ କରିଥିଲା । ଏହା ହେଉଛି ଛୋଟ ଏକ ମିକ୍ସଚର କାରଖାନା । ଅନୁଗୁଳ ବଅରପାଳ ବ୍ଲକ ବଳରାମପ୍ରସାଦ ପାଟଣାର ଏହି ଭଡା ଘରେ ଚାଲିଛି ଏହି ଉଦ୍ୟୋଗ । ଏହାକୁ ନିଜ ହାତରେ ତିଆରି କରିଥିବା କହନ୍ତି ଉଦ୍ୟୋଗୀ ମଳୟ କୁମାର ସାହୁ......
#ArgusNews #Odisha #Anugul #Mixture_Factory
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍