କଟକ ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଟୋଲାଗୋପୀନାଥପୁର ନିକଟରେ ଧୂମରାଧାକୃଷ୍ନ ପେଟ୍ରାଲ ପମ୍ପରୁ ଲୁଟ ହୋଇଥିବାର ସୂଚନା ରହିଛି। ୩ ଜଣ ଯୁବକ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି।
#ArgusNews #Odisha #Cuttack #Petrolpump #loot