ଆଖିର ଲୁହ ଆଉ ବୋଲ ମାନୁ ନାହିଁ । ବେସାହାରା ହୋଇ ଦୀର୍ଘ ବର୍ଷ ଧରି ଜୀବନ ସହିତ ଏକ ପ୍ରକାର ଲଢେଇ କରି କରି ବଂଚି ରହିବାର ଏହା ହେଉଛି କୋହଭରା ଲୁହ I ତାଙ୍କ ମୁହଁକୁ ଏବଂ ଆଖିରୁ ଝରି ଆସୁଥିବା ଲୁହକୁ ଦେଖିଲେ ଆପଣ ବି ଜାଣିପାରିବେ କେତେ ଦୁଃଖକଷ୍ଟରେ ବଂଚୁଛନ୍ତି ଏହି ପରିବାର । ଆମେ କହୁଛୁ ମୟୁରଭଞ୍ଜ କପ୍ତିପଦା ବ୍ଲକ ଜଡିଦା ପଂଚାୟତ ଜାମପଦା ଗ୍ରାମର ରାଇମାତ ଟୁଡୁ ଏବଂ ଦାନଗୀ ଟୁଡୁଙ୍କ କଥା
#ArgusNews #Mayurbhanj #AwasYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app