ଜୀବନ ଜୀବିକା ପାଇଁ ପାର ହେବାକୁ ପଡେ ନଦୀ
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଦେଇ ପ୍ରବାହିତ ହେଉଛି ଏକ ବଡନଦୀ । ବ୍ଳକରେ 18ଟି ପଞ୍ଚାୟତ ଥିବା ବେଳେ ଏହି ନଦୀଟି ବ୍ଳକକୁ ଦୁଇ ଭାଗ କରିଛି । ସେତୁଟିଏ ନଥିବାରୁ 50ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ଏହି ନଦୀ ପାର ହୁଅନ୍ତି.......
#ArgusNews #Odisha #Ganjam #Bridge #CMOOdisha
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app