ଆନନ୍ଦପୁର ଉପଖଣ୍ଡ ମେଡିକାଲ ରେ ଚାଲିଛି ଟୀକା କରଣ । ଟୀକାକରଣ ବ୍ୟବସ୍ଥା ରେ ବିଭିନ୍ନ ଅବ୍ୟବସ୍ଥା ନେଇ ଲୋକମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ରାତି୨ ଟାରୁ ଲୋକମାନେ ଆସି ଭିଡ଼ ଜମାଇ ଥିବା ବେଳେ ୧୫୦ ଟୀକା କୁ ୧୦୦୦ ଉପରେ ଲୋକ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି...
#ArgusNews #Odisha #Keonjhar #CoronaVirus #CovidVaccination