କୋଟିଆ ବିବାଦକୁ ନେଇ ସରକାରଙ୍କ ଉପରେ ହମଲା କଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଉ କହିଲେ ପ୍ରଶାସନିକ ଅବହେଳା ପାଇଁ ଆଜି ଏପରି ସ୍ଥିତି । ପୂର୍ବରୁ ଦୃଷ୍ଟି ଦେଇଥିଲେ ଏମିତି ହୋଇନଥାନ୍ତା । ସେପଟେ ସୌମ୍ୟଙ୍କ ଏପରି ବୟାନରେ ମୋହର ଲଗାଇଛି ପୂର୍ବତନ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ତାରା ଦତ୍ତ ଦେଇଥିବା ରିପୋର୍ଟ.....
#ArgusNews #Odisha #Kotia_Issue #BJD