ଭାଇର ଋଣ ଶୁଝିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଛି ଶିକ୍ଷୟତ୍ରୀ ଭଉଣୀ । ଭାଇ ସହ ପରିବା ବିକିବାକୁ ବାହାରିଛନ୍ତି ଭଉଣୀ । ପରିବା ବିକିବାରେ ଭାଇଙ୍କୁ ସାହାଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହିତ ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଭୁବନେଶ୍ୱର ଅପର୍ଣ୍ଣା ସିଂ ....
#ArgusNews #Bhubaneswar #School_Teacher #Vegetable_Sales