ଘୋଷଣା ହୋଇନାହିଁ ପୌର ନିର୍ବାଚନ ତାରିଖ। ହେଲେ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। କଟକ ମହାନଗର ନିଗମକୁ କିଏ କରିବ କବଜା। ତାକୁ ନେଇ ଦମ୍ଭୋକ୍ତି ପ୍ରକାଶ କଲେଣି ତିନି ପ୍ରମୁଖ ଦଳ । ହେଲେ ନିର୍ବାଚନ ପୂର୍ବରୁ ଏବେଠାରୁ ଅଣ୍ଟା ଭିଡିଲେଣି ତିନି ଦଳ.....
#ArgusNews #Odisha #Cuttack #CMC #Politics