ବିଜେଡିର ଖେଳଣା ଭଳି କାମ କରୁଛନ୍ତି ବାଚସ୍ପତି...ବିଧେୟକ ପାରିତ ହେଲାବେଳେ ବିଧାୟକ ଟିଏ କହିବାକୁ ଚାହୁଁଥିଲେ ତାକୁ ସୁଯୋଗ ଦିଆଯିବା କଥା ମାତ୍ର,ବିରୋଧୀ ଦଳ ନେତା ଭାବେ ମୁଁ ଛିଡା ହୋଇଥିଲେ ମଧ୍ଯ ବାଚସ୍ପତି ଅନାଇ ନଥିଲେ : ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ....
#ArgusNews #Odisha #Assembly Pradipta Kumar Naik