ସରକାରଙ୍କ ଟିଆରପି କମୁଛି ତେଣୁ ସେମାନେ ଗୃହ ଚଲାଇ ଦେଉନାହାନ୍ତି । ଆଇନ ଶୃଙ୍ଖଳା, ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଲୋଚନା ହେଲେ ସରକାର ବ୍ୟାକଫୁଟକୁ ଯିବେ । ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡିଯିବ । ତେଣୁ ଜାଣି ଶୁଣି ଗୃହ ଭିତରେ ସରକାରି ଦଳର ବିଧାୟକ ମାନେ ହଟଗୋଳ କରି ବନ୍ଦ କରୁଛନ୍ତି : ପ୍ରତିକ୍ରିୟା ରଖ୍ଲେ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ... #ArgusNews #Odisha #Assembly #Bhubaneswar