ପୁରୀରୁ ଫେରୁଥିବା ବେଳେ ଯୁବକଙ୍କ ପ୍ରାଣ ଗଲା। ନୀଳଗିରି ଥାନା ଅଧିନ ନିମ୍ବପାଳ ଛକରେ ଘଟିଛି ଘଟଣା।5 ଜଣ ସାଙ୍ଗ ସହ ଗତକାଲି ରାତ୍ରରେ ଏକ କାର ଯୋଗେ ଫେରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଯୁବକ। ତାଙ୍କୁ ନୀଳଗିରି ମେଡ଼ିକାଲ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ....
#ArgusNews #Nilagiri #Puri #Death