ଆସନ୍ତାକାଲିଠୁ ହଟିବ ବ୍ୟାରିକେଡ । ଜଗା ଦର୍ଶନ ବ୍ୟବସ୍ଥାରେ କଟକଣା କୋହଳ । ଭକ୍ତଙ୍କ ସୁବିଧା ଦର୍ଶନକୁ ଦୃଷ୍ଟିରେ ରଖି କାଲିଠୁ ମାର୍କେଟ ଛକଠାରୁ ହୋଇଥିବା ବ୍ୟାରିକେଡ୍ ଅପସାରଣ ହେବା ସହ ମରଚିକୋଟ ଛକଠାରୁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ସେପଟେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କଟକଣା ଉଠିପାରେ ବୋଲି ସୂଚନା ମିଳିଛି...
#ArgusNews #Odisha #Puri #Jagannath_Temple #Darshan