କଳାକାରଙ୍କ ପାଇଁ କୋହଳ ହେଉ କୋରୋନା ନିୟମ । 11 ମାସ ହେଲା ମଞ୍ଚ ବନ୍ଦ । ଆଉ ଆଜି ରାଜଧାନୀର ରାଜରାସ୍ତାରେ କଳାକାର । 2 ହଜାର ଲୋକଙ୍କୁ ନେଇ ଯାତ୍ରା ପରିବେଷଣ ଅନୁମତି ଦାବିରେ ଆନ୍ଦୋଳନ । 24 ସୁଦ୍ଧା ସରକାର ନ ଶୁଣିଲେ ସବୁ ଜିଲ୍ଲାରେ ବଡ଼ ଆନ୍ଦୋଳନ କରିବେ ସାଢ଼େ ତିନି ଲକ୍ଷ ଯାତ୍ରା କଳାକାର....
#ArgusNews #Odisha #Corona #Jatra_Artist #Protest