ଖରା ଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଚାଷୀ ତରଭୁଜ ଚାଷ କରି ଦି ପଇସା ଲାଭ କରିଥାନ୍ତି । କିନ୍ତୁ ଦଇବ ଦାଉ ସାଝିଲା ଭଳି ଏବେ ଗଛରେ ଅଜଣା ପୋକ ଲାଗି ଫଳ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ....
#ArgusNews #Odisha #Kendrapada #Watermelon_Farmer