#ଭାଙ୍ଗିଗଲା_ମେଟ୍ରୋ_ସ୍ବପ୍ନ
#ଟ୍ବିନ_ସିଟି_ଭିତରେ_ଗଡ଼ିବନି_ମେଟ୍ରୋ
ଟ୍ବିନ ସିଟିରେ ଗଡ଼ିବା ଆଗରୁ ଅଟକିଗଲା ମେଟ୍ରୋ । ଟ୍ବିନସିଟିବାସୀଙ୍କୁ ରାଜ୍ୟ ସରକାରଙ୍କ ଧୋକା । ଗୃହରେ ସତ ମାନିଲେ ସରକାର । କହିଲେ, ସର୍ଭେ କହୁଛି 2041 ପୂର୍ବରୁ ମେଟ୍ରୋ ଗଡ଼ିବାର ସମ୍ଭାବନା ନାହିଁ । ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଥିବାରୁ ବିଜେଡିକୁ ବିରୋଧୀ ଟାର୍ଗେଟ....
#ArgusNews #Odisha #Bhubaneswar #Metro_Train #BJD