ଜବାବ ମାଗିଥିଲେ ଓଡ଼ିଶାବାସୀ, ଅର୍ଗସ ହୋଇଥିଲା ମାଧ୍ୟମ । 8 ଦିନରେ 894 ପିଲାଙ୍କୁ ଖୋଜିଛି ଓ ଠାବ କରିଛି କ୍ରାଇମବ୍ରାଞ୍ଚ । ଚାପ ପଡିବା ପରେ ତଥ୍ୟ ରଖିଛନ୍ତି ଡିଜିପି ଅଭୟ । ଠାବ ହୋଇଥିବା 894 ଜଣଙ୍କ ମଧ୍ୟରୁ 800 ବାଳିକା ଓ 94 ବାଳକ । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ 127 ଜଣଙ୍କୁ ଠାବ କରିଛି ପୋଲିସ । କିନ୍ତୁ ରାଜ୍ୟରୁ ନିଖୋଜ ଅଛନ୍ତି 27 ହଜାର ପିଲା । 27 ହଜାର ପିଲାରୁ ଠାବ ହେଲେ ମାତ୍ର 894 । ରାଜ୍ୟବାସୀ ଜବାବ ମାଗିବା ପରେ ମାଧ୍ୟମ ହୋଇଥିଲା ଅର୍ଗସ୍.... #ArgusNews #Argus_Impact #Odisha #Missing_Child #DGP ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app