ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ କୋର୍ଟରେ ହାଜର ହୋଇ ବାହାରିବା ସମୟରେ ମତେ ଫସାଇ ଦିଆଯାଉଛି ବୋଲି ସରୋଜ କହିଛି । କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ଅଭିଯୁକ୍ତ ସରୋଜ ଗଣମାଧ୍ୟମ ଆଗରେ କହିଛି ....
#ArgusNews #SIT #Saroj_Sethi #Nayagarh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍