ପ୍ରଶ୍ନକାଳରେ ଉଠିଲା ବାଲି ପ୍ରସଙ୍ଗ । ପ୍ରସଙ୍ଗକୁ ନେଇ ଗୃହରେ ସରଗରମ ଆଲୋଚନା । ଏହି ନିତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା । ୨୦୧୮ ମସିହାରୁ ଏଯାଏଁ କୈଣସି ତର୍ଜମା ହୋଇନାହିଁ । ତେଣୁ ବାଲି ଚୋରି ହେଉଥିବା ଅଭିଯୋଗ କଲେ ବିଜେପି ବିଧାୟକ ମୋହନ ମାଝି ....
#ArgusNews #Assembly #Bhubaneswar #SandIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app