#ବିକାଶଠୁ_ବହୁ_ଦୂରରେ_ଡମୁଗୁଡା_ଗାଁ
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶର ଛାଇପଡି ନାହିଁ ଗାଁ ଉପରେ...ଶିକ୍ଷ୍ୟା,ସ୍ୱାସ୍ଥ୍ୟ,ବିଜୁଳି, ଗମନାଗମନ ଓ ପାନୀୟ ଜଳ ଏଠି ବିପର୍ଯ୍ୟସ୍ତ...ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡମୁଗୁଡା ଗାଁର ଗ୍ରାମବାସୀ...
#ArgusNews #Odisha #Nabarangpur #Villageproblem #BasicAmenities