ବଢିଲା ମୋନିକା ଯୋଶୀ ମୃତ୍ୟୁ ରହସ୍ୟ
ଝାରସୁଗୁଡା ଇବ ଷ୍ଟେସନ ନିକଟରୁ ଗୁରୁବାର ଉଦ୍ଧାର ମୃତ ଯୁବତୀଙ୍କ ପରିଚୟ ମିଳିଛି । ମୃତ ଯୁବତୀ ଜଣକ ବ୍ରଜରାଜନଗର ଲମଟିବାହାଲର ମୋନିକା ଯୋଶୀ । ମୋନିକା କମ୍ପ୍ୟୁଟର କ୍ଲାସ ପାଇଁ ଘରୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ମୋନିକାଙ୍କ ମୃତ୍ୟୁ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା ଜଣା ପଡି ନଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ.....
#ArgusNews #Odisha #Jharsuguda #Monika_DeathMystery
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app