ଓଡ଼ିଶାର ଆୟ ଉପରେ କରୋନା ପାହାର । ପ୍ରଭାବିତ ହୋଇଛି ରାଜ୍ୟର ରାଜସ୍ବ ଆଦାୟ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କମିଛି ବ୍ୟୟବରାଦ । ଏଥର 1 ଲକ୍ଷ 76 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । କୋଭିଡ କାଳରେ ଗତବର୍ଷ ତୁଳନାରେ 26 ପ୍ରତିଶତ ଅଧିକ ରହିଛି ବଜେଟ ....
#ArgusNews #Odisha #Budget