ବଡ଼ ନଦୀରେ ଆସିଛି ବଡ ବନ୍ୟା । 2011 ପରଠୁ ଭୟଙ୍କର ହୋଇଛି ମହାନଦୀ । ହୀରାକୁଦ ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ଶାଖା ନଦୀରେ ବି ପ୍ରଭାବ । ବନ୍ୟାରେ ଅଧା ଓଡ଼ିଶା ବେହାଲ । କେବଳ ଯାଜପୁରରେ 24 ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି 32ଟି ଘାଇ । ଚାଷ ଜମି ସହ ଘର ଉଜାଡ଼ିଦେଇଛି ବନ୍ୟାଜଳ ....
#ArgusNews #Cuttack #Mahanadi #Flood