ତିନି ଦିନ ଲଗାଣ ଲଘୁଚାପ ବର୍ଷା ପରେ ଏବେ ସଙ୍ଗିନ ହେବାରେ ଲାଗିଛି ବନ୍ୟା ସ୍ଥିତି । ଏବେ ହୀରାକୁଦରେ ୪୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଯାହାଫଳରେ ମହାନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି ...
#ArgusNews #Boudha #Flood