ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା
କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗି ପଞ୍ଚାୟତ ରାଜୀବ ନଗର ଗ୍ରାମରେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିନପରେ ଦିନ ମାସ ପରେ ମାସ ଗଡି ଚାଲିଛି..ହେଲେ ସରକାରଙ୍କ ପ୍ରତିଶ୍ରୁତି ଧୂଆଁବାଣ ସାଜିଛି..ଏବେ ବି ପାଣି ପାଇଁ କରିବାକୁ ପଡ଼ୁଛି ସଂଘର୍ଷ......
#ArgusNews #Odisha #Cuttack #Water_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app